“Your Place is in Jail”: Supreme Court Slams Rajpal Yadav Over Payment Default/ତୁମ ଜାଗା ଜେଲ୍‌‌ରେ: ଟଙ୍କା ନଦେବାରୁ ରାଜପାଲ ଯାଦବଙ୍କୁ ସୁପ୍ରିମ୍ କୋର୍ଟଙ୍କ କଡ଼ା ତାଗିଦ୍

“ତୁମ ଜାଗା ଜେଲ୍‌ରେ”: ଟଙ୍କା ନଦେବାରୁ ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ସୁପ୍ରିମ୍ କୋର୍ଟଙ୍କ କଡ଼ା ତାଗିଦ୍ ନୂଆଦିଲ୍ଲୀ: ଚେକ୍ ବାଉନ୍ସ ଏବଂ ଋଣ ପରିଶୋଧ ମାମଲାରେ ବଲିଉଡ୍‌ର ଜଣାଶୁଣା କମେଡିଆନ୍ ରାଜପାଲ ଯାଦବଙ୍କୁ ପୁଣି ଥରେ ସୁପ୍ରିମ୍ କୋର୍ଟଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୋର୍ଟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ବାକି ଟଙ୍କା ପୈଠ ନକରିବାରୁ ବିଚାରପତି ଅତ୍ୟନ୍ତ କ୍ଷୁବ୍ଧ ହୋଇ କହିଛନ୍ତି, “ତୁମର ଅହଂକାରକୁ ଠିକ୍ ଜାଗାରେ ରଖିବା ଦରକାର, ତୁମ ଜାଗା…