“Form 6 Changed Illegally”: Rahul Gandhi Targets CEC Gyanesh Kumar Post SC Hearing/ନିର୍ବାଚନ ଆୟୋଗଙ୍କ ଫର୍ମ-୬ ପରିବର୍ତ୍ତନ ମାମଲା: ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ତୀବ୍ର ହେଲା ରାଜନୀତି
ଫର୍ମ-୬ ବଦଳାଇବା ବିବାଦ: ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ପରେ ସିଇସିଙ୍କୁ ଘେରିଲେ ରାହୁଲ ଗାନ୍ଧୀ ନୂଆଦିଲ୍ଲୀ: ନୂଆ ଭୋଟର ପଞ୍ଜୀକରଣ ପାଇଁ ନିର୍ଦ୍ଧାରିତ ‘ଫର୍ମ-୬’ (Form 6) ରେ ହୋଇଥିବା ପରିବର୍ତ୍ତନକୁ ନେଇ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ ଏକ ଶୁଣାଣି ପରେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି। ରାହୁଲ ଅଭିଯୋଗ…



