12 Chief Ministers vs 1 Rahul Gandhi: How BJP Built a Multi-State Offensive to Defend CEC Gyanesh Kumar/୧୨ ମୁଖ୍ୟମନ୍ତ୍ରୀ ବନାମ ଏକା ରାହୁଲ ଗାନ୍ଧୀ: ସିଇସି ଜ୍ଞାନେଶ କୁମାରଙ୍କ ବଞ୍ଚାଇବାକୁ ମୈଦାନକୁ ଓହ୍ଲାଇଲେ ଶାସକ ଦଳ!
ନିର୍ବାଚନ ଆୟୋଗ ବିବାଦ: ରାହୁଲ ଗାନ୍ଧୀଙ୍କୁ ଘେରିବାକୁ ବିଜେପିର ‘୧୨ ମୁଖ୍ୟମନ୍ତ୍ରୀ’ ଫର୍ମୁଲା, ଜ୍ଞାନେଶ କୁମାରଙ୍କ ସପକ୍ଷରେ ଓହ୍ଲାଇଲା ଶାସକ ଦଳ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାର ଏବଂ ନିର୍ବାଚନ ଆୟୋଗଙ୍କୁ ନେଇ ଦେଶରେ ରାଜନୀତି ଏବେ ସରଗରମ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କ୍ରମାଗତ ଆକ୍ରମଣର କଡ଼ା ଜବାବ ଦେବା ପାଇଁ ବିଜେପି ଏକ ବଡ଼ ‘ରାଜନୈତିକ ବ୍ୟୁହ’ ରଚନା କରିଛି। ରାହୁଲଙ୍କ ଅଭିଯୋଗକୁ ମିଛ ପ୍ରମାଣିତ କରିବା ଏବଂ…



