PVR INOX Fined ₹75K for Excessive Pre-Show Ads/ଫିଲ୍ମ ଡେରିରେ ଆରମ୍ଭ କରି ବିଜ୍ଞାପନ ଦେଖାଇବା ପଡ଼ିଲା ଭାରି: PVR କୁ ୭୫,୦୦୦ ଟଙ୍କା ଜରିମାନା

ଫିଲ୍ମ ପୂର୍ବରୁ ୧୭ ମିନିଟ୍‌ର ବିଜ୍ଞାପନ ଦେଖାଇବା ପଡ଼ିଲା ମହଙ୍ଗା; PVR କୁ ୭୫,୦୦୦ ଟଙ୍କାର ଜରିମାନା ସିନେମା ହଲ୍‌ରେ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ଅଧିକ ସମୟ ବିଜ୍ଞାପନ ଦେଖାଇ ଦର୍ଶକଙ୍କ ସମୟ ନଷ୍ଟ କରିବା PVR Cinema ପାଇଁ ବଡ଼ ସମସ୍ୟା ଛିଡ଼ା କରିଛି। ହାଇଦ୍ରାବାଦର ଜଣେ ଦର୍ଶକ (ଯିଏ ପେଶାରେ ଜଣେ ଓକିଲ) ରାତି ୧୦:୩୫ ସୋ’ ପାଇଁ ଟିକେଟ୍ ବୁକ୍ କରିଥିଲେ। ହେଲେ ନିର୍ଦ୍ଧାରିତ ସମୟରେ ଫିଲ୍ମ ନଚାଲି ପ୍ରାୟ ୧୭…