Kannada Sleeper Hit ‘Premada Oorali’ Earns 17x Its Budget, Crosses Rs 43 Crore at Box Office in Just 16 Days/୨.୫ କୋଟିର ସିନେମା, ୧୬ ଦିନରେ କମାଇଲା ୪୩ କୋଟିରୁ ଅଧିକ! ବକ୍ସ ଅଫିସରେ ଧମକାଉଛି କନ୍ନଡ ସ୍ଲିପର୍ ହିଟ୍ ‘ପ୍ରେମଦ ଓରାଲି’
୨.୫ କୋଟିର ବଜେଟ୍, ଆଉ ୧୬ ଦିନରେ କମାଇଲା ୧୭ ଗୁଣା ଅଧିକ; ବକ୍ସ ଅଫିସରେ ଧମକାଉଛି କନ୍ନଡ ସ୍ଲିପର୍ ହିଟ୍ ‘ପ୍ରେମଦ ଓରାଲି’ ବକ୍ସ ଅଫିସରେ ଏକପ୍ରକାର ଚମତ୍କାର କରିଛି କନ୍ନଡ଼ ଚଳଚ୍ଚିତ୍ର ‘ପ୍ରେମଦ ଓରାଲି’ (Premada Oorali)। ମାତ୍ର ସାଢ଼େ ଦୁଇ କୋଟି ଟଙ୍କାର ମଧ୍ଯମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ସିନେମାଟି ମାତ୍ର ୧୬ ଦିନ ଭୀତରେ ନିଜ ନିର୍ମାଣ ଖର୍ଚ୍ଚଠାରୁ ପ୍ରାୟ ୧୭ ଗୁଣା ଅଧିକ ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ…



