Odisha Police Observes 67th Police Commemoration Day; DGP Pays Tribute to Brave Martyrs/୬୭ତମ ପୋଲିସ ଶହୀଦ ଦିବସ: ଦେଶର ୧୫୪ ପ୍ରାଣବଳି ଦେଇଥିବା ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ପୋଲିସ ଶହୀଦ ସ୍ମୃତି ଦିବସ: ବୀର ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲେ ଡିଜିପି ଭୁବନେଶ୍ୱର: ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ଓ ମାତୃଭୂମିର ସୁରକ୍ଷା ପାଇଁ ଜୀବନ ଦେଇଥିବା ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ଶହୀଦଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। କାର୍ଯ୍ୟକ୍ରମରେ…