From Battlefield to Podium: Subedar Hokato Sema Bags Bronze at Asian Para Games/ମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇ ବି ଜିତିଲେ ମେଡାଲ: ଏସୀୟ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ସୁବେଦାର ହୋକାଟୋ ସେମା..
ଏସୀୟ ପାରା ଗେମ୍ସ 2026: ବ୍ରୋଞ୍ଜ ପଦକ ଜିତିଲେ ଭାରତୀୟ ସେନାର ସୁବେଦାର ହୋକାଟୋ ସେମାଜାାପାନର ଆଇଚି-ନାଗୋୟା ଠାରେ ଚାଲିଥିବା 5ମ ଏସୀୟ ପାରା ଗେମ୍ସରେ ଭାରତ ପାଇଁ ଗର୍ବ ଆଣିଛନ୍ତି ଭାରତୀୟ ସେନାର ସୁବେଦାର ହୋକାଟୋ ହୋତୋଝେ ସେମା। ସେ ପୁରୁଷଙ୍କ ସିଟେଡ୍ ସଟ୍ ପୁଟ୍ (F56/F57) ବର୍ଗରେ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ସେ 14.65 ମିଟର ଦୂରକୁ ଗୋଲାଫୁଙ୍ଗା କରି ଏହି ସଫଳତା ହାସଲ କରିଛନ୍ତି।…



