OSPCB Diwali firecracker guidelines illustration showing 7 PM to 9 PM time restriction and green crackers approval

OSPCB Diwali Guidelines: Firecrackers Allowed Only Between 7 PM and 9 PM; Only Green Crackers Permitted/OSPCBର କଡ଼ା ନିର୍ଦ୍ଦେଶ: ଦୀପାବଳିରେ ସନ୍ଧ୍ୟା ୭ରୁ ୯ଟା ଯାଏଁ ଫୁଟିବ ବାଣ, ସାଇଲେନ୍ସ ଜୋନ୍‌ରେ ସମ୍ପୂର୍ଣ୍ଣ ବ୍ୟାନ

ଦୀପାବଳିରେ ଫୁଟିବ ଗ୍ରୀନ୍ କ୍ରାକର୍ସ: ବାଣ ଫୁଟାଇବା ପାଇଁ OSPCB ର କଡ଼ା ନିୟମ, ସନ୍ଧ୍ୟା ୭ରୁ ୯ଟା ଯାଏଁ ଅନୁମତି ଭୁବନେଶ୍ୱର:[News Inshot] ଦୀପାବଳିରେ ପରିବେଶ ଓ ଶବ୍ଦ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ କଡ଼ା ଦିଗଦର୍ଶନ ଜାରି କରାଯାଇଛି। ଚଳିତ ବର୍ଷ ବାଣ ଫୁଟାଇବା ପାଇଁ କେବଳ ୨ ଘଣ୍ଟା—ଅର୍ଥାତ୍ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ବୋର୍ଡର ନିର୍ଦ୍ଦେଶ ଅନୁସାରେ,…