“It’s Done Bro”: Omar Abdullah and Nidhi Razdan Tie the Knot in Srinagar/ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ସାମ୍ବାଦିକା ନିଧି ରାଜଦାନ୍
ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ବରିଷ୍ଠ ସାମ୍ବାଦିକା ନିଧି ରାଜଦାନ୍ ଶ୍ରୀନଗର[News Inshot]: ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଜଣାଶୁଣା ବରିଷ୍ଠ ଟିଭି ସାମ୍ବାଦିକା ନିଧି ରାଜଦାନ୍ ପରସ୍ପରକୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ମାଧ୍ୟମରେ ଦୁହେଁ ନିଜ ବିବାହର ଫଟୋ ସେୟାର କରି ଏହି ଖୁସି ଖବର ପ୍ରକାଶ କରିଛନ୍ତି। ଶୁକ୍ରବାର (ଅକ୍ଟୋବର ୩୦) ଶ୍ରୀନଗରଠାରେ ଏକ ଅତି ବ୍ୟକ୍ତିଗତ ଉତ୍ସବରେ ଏହି ବିବାହ କାର୍ଯ୍ୟ…



