Assembly Deadlock: Opposition Protests Over School Books and Mining Rules, Govt Says Ready for Debate/ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ବହି ତ୍ରୁଟି ଓ ଖଣି ଆଇନକୁ ନେଇ ଗୃହ ମୁଲତବି..

ପାଠ୍ୟପୁସ୍ତକ ତ୍ରୁଟି ଓ MMDR ଆଇନକୁ ନେଇ ବିଧାନସଭା ସ୍ଥଗିତ: ସରକାର କହିଲେ, ଆମେ ଆଲୋଚନା ପାଇଁ ତ୍ରିଆର ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିନରେ ନିଜ ନିଜ ଦାବିକୁ ନେଇ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି ବିରୋଧୀ। ସ୍କୁଲ ପାଠ୍ୟପୁସ୍ତକରେ ଥିବା ଗୁରୁତର ତ୍ରୁଟି ଏବଂ କେନ୍ଦ୍ରର MMDR (ଖଣି ଓ ଖଣିଜ) ସଂଶୋଧନ ଆଇନକୁ ନେଇ ବିଜେଡି ଓ କଂଗ୍ରେସ ବିଧାୟକମାନେ ନାରାବାଜି କରିବା ସହ ଗୃହର ମଧ୍ୟଭାଗ (Well) କୁ…