Crorepati Officer in Vigilance Net: Raids Uncover Duplex, Flats Across 4 Districts/ଭିଜିଲାନ୍ସ ଜାଲରେ ସମ୍ବଲପୁର ବଏଲର ସହକାରୀ ନିର୍ଦ୍ଦେଶକ: ଏକାସାଙ୍ଗରେ ୭ଟି ଠିକଣାରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ: ୭ଟି ଠିକଣାରେ ଏକାଥରେ ଚଢ଼ାଉ ସମ୍ବଲପୁର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର (Factories and Boilers) ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଉପରେ ଚଢ଼ାଉ କରିଛି ଓଡ଼ିଶା ଭିଜିଲାନ୍ସ। ତାଙ୍କର ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାରେ ଥିବା ମୋଟ ୭ଟି ସ୍ଥାନରେ ମଙ୍ଗଳବାର ସକାଳୁ ଏକାସାଙ୍ଗରେ ତଲାସି ଅଭିଯାନ ଆରମ୍ଭ ହୋଇଛି। ସମ୍ବଲପୁର ଭିଜିଲାନ୍ସ ସ୍ୱତନ୍ତ୍ର ଅଦାଲତଙ୍କ ପରୱାନା…