Odisha T20 League CM Trophy 2026 Kicks Off at Barabati Stadium; CM Mohan Majhi Inaugurates/ବାରବାଟୀରେ ଆରମ୍ଭ ହେଲା ‘Odisha T20 League CM Trophy 2026’, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ…

ବାରବାଟୀରେ ଜମିବ କ୍ରିକେଟ ମାହୋଲ: ଶୁଭାରମ୍ଭ ହେଲା Odisha T20 League CM Trophy 2026 କଟକ:କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଯାଇଛି ‘Odisha T20 League CM Trophy 2026’। ରବିବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଟୁର୍ନାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ ଓ ସ୍ଥାନୀୟ କ୍ରିକେଟ ପ୍ରତିଭାଙ୍କୁ ଏକ ବଡ଼ ମଞ୍ଚ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି।ଏହି ୧୦ ଦିନିଆ ଟୁର୍ନାମେଣ୍ଟରେ ମୋଟ…