Nithari Killings Accused Surendra Koli Dies by Suicide; Body Found Hanging at Haridwar Tea Stall/ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା: ହରିଦ୍ୱାରର ଚା ଦୋକାନରୁ ମିଳିଲା ଝୁଲନ୍ତା ଶବ…

ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା: ହରିଦ୍ୱାରର ଚା ଦୋକାନରୁ ମିଳିଲା ଝୁଲନ୍ତା ଶବ ଚର୍ଚ୍ଚିତ ନିଠାରୀ ସିରିଏଲ କିଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଆତ୍ମହତ୍ୟା କରିଛନ୍ତି। ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ଭୂପତୱାଲା ଅଞ୍ଚଳରେ ଥିବା ନିଜ ଚା ଦୋକାନ ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୋଲିସର ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କୋଲିଙ୍କୁ ଦୋକାନ ଭିତରେ ଫାସୀ ଲଗାଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ କୌଣସି ସୁସାଇଡ୍ ନୋଟ୍…