Cabinet Clears Mega ₹40,000 Crore Project To Build 8 Next-Gen Corvettes For Indian Navy/ନୌସେନାର ବଡ଼ ଶକ୍ତି: ୪୦ ହଜାର କୋଟି ଟଙ୍କାରେ ତିଆରି ହେବ ୮ଟି ସ୍ମାର୍ଟ ଯୁଦ୍ଧପୋତ

ଭାରତୀୟ ନୌସେନା ହେବ ଆହୁରି ଶକ୍ତିଶାଳୀ: ୮ଟି ସ୍ମାର୍ଟ ଯୁଦ୍ଧପୋତ ନିର୍ମାଣ ପାଇଁ ୪୦,୦୦୦ କୋଟି ମଞ୍ଜୁର ନୂଆଦିଲ୍ଲୀ: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ସୁରକ୍ଷା କମିଟି (CCS) ନୌସେନା ପାଇଁ ୮ଟି ଆଧୁନିକ ‘ନେକ୍ସଟ୍‌-ଜେନେରେସନ୍ କୋର୍ଭେଟ୍’ (NGC) ଯୁଦ୍ଧପୋତ ନିର୍ମାଣ ନିମନ୍ତେ ୪୦,୦୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଦେଶୀ ଜ୍ଞାନକୌଶଳରେ ତିଆରି ହେବ…