“Truth Is On My Side”: Sabeer Bhatia Responds to ₹50 Crore Adani Defamation Suit/ମୋଦୀ-ଅଦାନୀ ଡକ୍ୟୁମେଣ୍ଟାରୀ ବିବାଦ: ସବୀର ଭାଟିଆଙ୍କ ଉପରେ ୫୦ କୋଟି ଟଙ୍କାର ମାନହାନି ମାମଲା ଦାୟର କଲା ଅଦାନୀ ଗ୍ରୁପ୍‌

:ହଟ୍‌ମେଲ୍‌ ସହ-ପ୍ରତିଷ୍ଠାତା ସବୀର ଭାଟିଆଙ୍କ ନାଁରେ ୫୦ କୋଟିର ମାନହାନି ମାମଲା: ମୋଦୀ-ଅଦାନୀ ଡକ୍ୟୁମେଣ୍ଟାରୀକୁ ନେଇ କୋର୍ଟଙ୍କ ବଡ଼ ନିର୍ଦ୍ଦେଶ ନୂଆଦିଲ୍ଲୀ:ହଟ୍‌ମେଲ୍‌ (Hotmail) ର ସହ-ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଭାରତୀୟ-ଆମେରିକୀୟ ଉଦ୍ୟୋଗୀ ସବୀର ଭାଟିଆ ଏବେ ବଡ଼ ଆଇନଗତ ବିବାଦ ମଧ୍ୟକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିଳ୍ପପତି ଗୌତମ ଅଦାନୀଙ୍କ ସମ୍ପର୍କକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ୩୬ ମିନିଟର ଡକ୍ୟୁମେଣ୍ଟାରୀ ଭିଡିଓ ପାଇଁ ଅଦାନୀ ଏଣ୍ଟରପ୍ରାଇଜେସ୍‌ ତାଙ୍କ ନାମରେ ୫୦ କୋଟି ଟଙ୍କାର…

FM Nirmala Sitharaman’s Husband Parakala Prabhakar to Join Anti-SIR Protest on Oct 23/SIR ବିରୋଧୀ ଆନ୍ଦୋଳନରେ ସାମିଲ ହେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଲା ପ୍ରଭାକର

ଅକ୍ଟୋବର ୨୩ରେ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଲା ପ୍ରଭାକର ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ  ଜଣାଶୁଣା ଅର୍ଥଶାସ୍ତ୍ରୀ ପରକାଲା ପ୍ରଭାକର ପୁଣି ଥରେ ଆଲୋଚନାକୁ ଆସିଛନ୍ତି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ହେଉଥିବା ଭୋଟର ତାଲିକାର (SIR) ପ୍ରକ୍ରିୟା ବିରୋଧରେ ଆସନ୍ତା ଅକ୍ଟୋବର ୨୩ ତାରିଖରେ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ ଆୟୋଜିତ ହେବାକୁ ଥିବା ବିଶାଳ ପ୍ରତିବାଦ ସଭାରେ ସେ ଯୋଗଦେବେ। ‘ପିପୁଲ୍ ଅଗେନ୍‌ଷ୍ଟ SIR’ (People…

Press Freedom Under Threat? Global & Domestic Bodies Condemn Detention of Journalists in Delhi/ଦିଲ୍ଲୀରେ ସାମ୍ବାଦିକଙ୍କୁ ଅଟକ ଘଟଣା: କାହିଁକି ବର୍ଷିଲେ ଜାତିସଂଘ ଓ ପ୍ରେସ କ୍ଲବ?

ଦିଲ୍ଲୀରେ ସାମ୍ବାଦିକଙ୍କୁ ପୁଲିସର ଅଟକ ଘଟଣା: କ୍ଷୋଭ ପ୍ରକାଶ କଲେ ଜାତିସଂଘ ଓ ପ୍ରେସ କ୍ଲବ, ସରକାର ଜବାବ ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ କରୁଥିବା ବେଳେ କେତେକ ବରିଷ୍ଠ ସାମ୍ବାଦିକଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିବା ଘଟଣାକୁ ନେଇ ଏବେ ସାରା ଦେଶ ଓ ବିଦେଶରେ ତୀବ୍ର ବିବାଦ ଦେଖାଦେଇଛି। ଇଣ୍ଡିଆନ୍ ଏକ୍ସପ୍ରେସ୍, ସ୍କ୍ରୋଲ୍, ନ୍ୟୁଜ୍ ଲଣ୍ଡ୍ରି, ରଏଟର୍ସ, ଇଣ୍ଡିଆ ଟୁଡେ…

FSSAI Action: Amazon, Zepto and 3 Other Platforms Flagged for Non-Compliance/Amazon, Zepto ଓ Swiggy କୁ FSSAI ର ନୋଟିସ୍: ବିଷାକ୍ତ ଧତୁରା ସହ ଏହି ସାମଗ୍ରୀ ବିକ୍ରିକୁ ନେଇ ବଢ଼ିଲା ଅସନ୍ତୋଷ..

ଗ୍ରାହକଙ୍କୁ ଭ୍ରମିତ କରୁଛନ୍ତି ଇ-କମର୍ସ ସଂସ୍ଥା: Amazon, Zepto ଓ Swiggy କମ୍ପାନୀ ବିରୋଧରେ FSSAI ର କଡ଼ା କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ଅନଲାଇନ୍‌ରେ ସାମଗ୍ରୀ କିଣୁଥିବା ଗ୍ରାହକଙ୍କ ସୁରକ୍ଷାକୁ ନେଇ ଏବେ ଦେଶର ଖାଦ୍ୟ ସୁରକ୍ଷା ନିୟାମକ ‘FSSAI’ (Food Safety and Standards Authority of India) ଆକ୍ସନ୍ ମୋଡ୍‌କୁ ଆସିଛି। ଖାଦ୍ୟ ଦ୍ରବ୍ୟର ମିଥ୍ୟା ବିଜ୍ଞାପନ, ଭ୍ରମାତ୍ମକ ତଥ୍ୟ ଦେବା ଏବଂ ବିଷାକ୍ତ ସାମଗ୍ରୀ ବିକ୍ରି କରିବା ଅଭିଯୋଗରେ FSSAI ଦେଶର ୫ଟି ପ୍ରମୁଖ…