“Veggie PM, Non-Veg Market: Surat’s Newest Fishy Controversy!”/”ମୋଦୀ ତ ଶାକାହାରୀ, ମାଛ ମାର୍କେଟ୍‌ରେ ତାଙ୍କ ନାଁ କାହିଁକି? ସୁରଟରେ ନୂଆ ଡ୍ରାମା!”

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁରେ ମାଛ ମାର୍କେଟ: ସୁରଟରେ ଆରମ୍ଭ ହେଲା ବିବାଦ, ବୋର୍ଡ ହଟାଇବାକୁ ଦାବି ସୁରଟ: ଗୁଜରାଟର ସୁରଟରେ ନୂଆ କରି ନିର୍ମାଣ ହୋଇଥିବା ଏକ ହୋଲସେଲ ମାଛ ମାର୍କେଟର ନାମକରଣକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି। ସୁରଟ ନାନପୁରା ଅଞ୍ଚଳର ଲକଡକୋଟଠାରେ ନିର୍ମିତ ଏହି ମାର୍କେଟ ଗେଟ୍‌ରେ ‘ଶ୍ରୀ ନରେନ୍ଦ୍ର ମୋଦୀ ହୋଲସେଲ ଫିସ୍ ମାର୍କେଟ’ ଲେଖାଥିବା ଏକ ବଡ଼ ବୋର୍ଡ ଲଗାଯିବା ପରେ ଏହାକୁ କିଛି ବ୍ୟବସାୟୀ କଡ଼ା ବିରୋଧ…