PM Modi Hails India’s Record-Breaking Medal Haul at Asian Para Games 2026/ପାରା ଗେମ୍ସରେ ଭାରତର ଐତିହାସିକ ରେକର୍ଡ, ଟିମ୍‌କୁ ଅଭିନନ୍ଦନ ଜଣାଇଲେ PM ମୋଦୀ

ଏସୀୟ ପାରା ଗେମ୍ସ: ୧୧୪ ମେଡାଲ ଜିତି ଇତିହାସ ରଚିଲେ ଭାରତୀୟ ଆଥଲେଟ୍; ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀ: ଜାପାନର ଆଇଚି-ନାଗୋୟାରେ ଆୟୋଜିତ ୫ମ ଏସୀୟ ପାରା ଗେମ୍ସ ୨୦୨୬ରେ ଭାରତୀୟ ଆଥଲେଟ୍‌ମାନେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନୂଆ ଇତିହାସ ରଚିଛନ୍ତି। ଏଥର ଭାରତୀୟ ଦଳ ସୋସିଆଲ ମିଡିଆ ଓ କ୍ରୀଡ଼ା ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି, କାରଣ ଦେଶ ସମୋଟ ୧୧୪ଟି ମେଡାଲ ନିଜ ନାମରେ କରିଛି। ଏହି ଐତିହାସିକ ସଫଳତା ପାଇଁ ପ୍ରଧାନମନ୍ତ୍ରୀ…

Asian Para Games 2026: Mona Agarwal Wins Gold, Avani Lekhara Bags Silver/ଏସୀୟ ପାରା ଗେମ୍ସ: ଭାରତକୁ ଯୋଡ଼ା ପଦକ; ମୋନାଙ୍କୁ ସ୍ୱର୍ଣ୍ଣ, ଅଭନୀଙ୍କୁ ରୌପ୍ୟ

ଏସୀୟ ପାରା ଗେମ୍ସ: ମୋନା ଅଗ୍ରୱାଲଙ୍କୁ ସ୍ୱର୍ଣ୍ଣ, ଅଭନୀ ଲେଖାରା ଜିତିଲେ ରୌପ୍ୟ ପଦକ Odia News Report: ଏସୀୟ ପାରା ଗେମ୍ସ-୨୦୨୬ରେ ଭାରତୀୟ ଖେଳାଳିମାନେ ଦମଦାର ଆରମ୍ଭ କରିଛନ୍ତି। ମହିଳା ୧୦ ମିଟର ଏୟାର ରାଇଫଲ୍ (SH1) ଇଭେଣ୍ଟରେ ଭାରତକୁ ଏକାସାଙ୍ଗେ ଦୁଇଟି ପଦକ ମିଳିଛି। ଦେଶର ତାରକା ଶୁଟର ମୋନା ଅଗ୍ରୱାଲ୍ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାତେଇଥିବାବେଳେ, ଅନ୍ୟତମ ପ୍ରତିଭାବାନ ଶୁଟର ଅଭନୀ ଲେଖାରା ରୌପ୍ୟ ପଦକ ଜିତି ଦେଶ ପାଇଁ…