Mahatma Gandhi Movie First Look Out: Manoj Bajpayee’s Stunning Transformation Shock Fans/ଗାନ୍ଧୀଜୀଙ୍କ ଭୂମିକାରେ ମନୋଜ ବାଜପେୟୀ, ରିଲିଜ୍ ହେଲା ଫିଲ୍ମର ପ୍ରଥମ ଝଲକ

ମହାତ୍ମା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ମନୋଜ ବାଜପେୟୀ, ସାମ୍ନାକୁ ଆସିଲା ପ୍ରଥମ ଲୁକ୍ ଭୁବନେଶ୍ୱର: ବଲିଉଡର ଜଣାଶୁଣା ଅଭିନେତା ମନୋଜ ବାଜପେୟୀ ପ୍ରଥମ ଥର ପାଇଁ ପରଦାରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ବିଶିଷ୍ଟ ନିର୍ଦ୍ଦେଶକ ସୁଧୀର ମିଶ୍ରଙ୍କ ଏହି ଆଗାମୀ ଐତିହାସିକ ସିନେମାରେ ସେ ଗାନ୍ଧୀଜୀଙ୍କ ଅବତାରରେ ଦେଖାଦେବେ। ନିକଟରେ ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସୁଛନ୍ତି। ଏହି ଫିଲ୍ମଟି…