Mahanadi is Odisha’s Lifeline: CM Mohan Majhi Assures Protection of State’s Water Rights/ମହାନଦୀ ଆମ ଜୀବନରେଖା: ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା ନାହିଁ, ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା..
ମହାନଦୀ ଜଳ ବିବାଦ: ଶୀଘ୍ର ଆସିବ ଚୂଡ଼ାନ୍ତ ନିଷ୍ପତ୍ତି, ଉଭୟ ଓଡ଼ିଶା ଓ ଛତିଶଗଡ଼ର ସ୍ୱାର୍ଥକୁ ମିଳିବ ପ୍ରାଧାନ୍ୟ ନୂଆଦିଲ୍ଲୀ / ଭୁବନେଶ୍ୱର: ବହୁ ବର୍ଷରୁ ଚାଲିଆସୁଥିବା ମହାନଦୀ ଜଳ ବିବାଦର ସମାଧାନ ଏବେ ନିକଟତର ହେବାରେ ଲାଗିଛି। ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ…



