Water Levels Rise at Mundali, Embankments Under Watch/ମହାନଦୀରେ ୪ର୍ଥ ବନ୍ୟା: ତଳିଆ ଅଞ୍ଚଳରେ ପଶିପାରେ ପାଣି, ସଜାଗ ପ୍ରଶାସନ
ମହାନଦୀ ଅବବାହିକାରେ ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଛତିଶଗଡ଼ ଏବଂ ଉପରମୁଣ୍ଡରେ କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ହିରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ୨୮ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରୁଛନ୍ତି। ଫଳରେ ତଳିଆ ଅଞ୍ଚଳରେ ଥିବା କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଏବଂ ନୟାଗଡ଼ ଭଳି ଜିଲ୍ଲାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି। କଟକର ମୁଣ୍ଡଳୀ ନିକଟରେ ପ୍ରାୟ ୭ରୁ ୮ ଲକ୍ଷ କ୍ୟୁସେକ୍…



