IAS Officer’s 90-Day Miracle Transforms Dead River into Vibrant Waterfront/୩ ମାସରେ ମୃତ ନଦୀର କାୟାକଳ୍ପ: ଆଇଏଏସ୍ ଅଫିସରଙ୍କ ମାଷ୍ଟରପ୍ଲାନ୍ରେ ନୂଆ ରୂପ ପାଇଲା ସିଂଗରୀ
୫ କୋଟିରୁ କମ୍ ଖର୍ଚ୍ଚରେ ୬ ହଜାର ଗ୍ରାମବାସୀଙ୍କ ପାଇଁ ଜୀବନ୍ୟାସ ପାଇଲା ମୃତ ନଦୀ: ଆଇଏଏସ୍ ଅଫିସର ଓ ପଞ୍ଚାୟତର ବଡ଼ ସଫଳତା ଦୂଷିତ ନାଳରେ ପରିଣତ ହୋଇସାରିଥିବା ଏକ ନଦୀ ଆଜି ପୁଣି ଥରେ ନୂଆ ରୂପ ପାଇଛି। ମଧ୍ୟପ୍ରଦେଶ ନରସିଂହପୁର ଜିଲ୍ଲାର ସିଂଗରୀ ନଦୀର ଏହି କାହାଣୀ ସମଗ୍ର ଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଜିଲ୍ଲାପାଳ (ଆଇଏଏସ୍) ଶୀତଲା ପାଟଲେ ଏବଂ ସ୍ଥାନୀୟ ଗ୍ରାମ ପଞ୍ଚାୟତଗୁଡ଼ିକର ମିଳିତ ଉଦ୍ୟମରେ ମାତ୍ର ୩…



