Tragic Accident in Madhya Pradesh: 7 Odia Devotees Killed as Car Swept Away in Swollen Stream/ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ଭାସିଗଲା କାର୍, ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ ମୃତ..
ମଧ୍ୟପ୍ରଦେଶରେ ଗୋଟିଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ଦେବୀ ଦର୍ଶନ ସାରି ଫେରୁଥିବା ବେଳେ ବନ୍ୟା ଜଳ ଭାସିଗଲେ ୮ ଜଣ ଶ୍ରଦ୍ଧାଳୁ, ଯେଉଁଥିରେ ୭ ଜଣ ଓଡ଼ିଆ! ଦର୍ଶନ ସାରି ଫେରିବା ବେଳେ ଘଟିଲା କାଳ:ଓଡ଼ିଶାର ଏକ ପରିବାର ପ୍ରଥମେ ଉଜ୍ଜୟିନୀ ଯାଇ ସେଠାରୁ ଏକ ଟ୍ୟାକ୍ସି ଯୋଗେ ମଧ୍ୟପ୍ରଦେଶର ଆଗର-ମାଲୱା ଜିଲ୍ଲାରେ ଥିବା ପ୍ରସିଦ୍ଧ ନଲଖେଡ଼ା ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ପୂଜାର୍ଚ୍ଚନା ସାରି ଗାଡ଼ିରେ ଫେରୁଥିବା ସମୟରେ ମନ୍ଦିର…

