No Aadhaar Biometric, No LPG Subsidy: New Rules Effective October 1/ଅକ୍ଟୋବର ୧ରୁ LPG ସବସିଡି ପାଇଁ ବାଧ୍ୟତାମୂଳକ ହେଲା ଆଧାର ବାୟୋମେଟ୍ରିକ..
ଅକ୍ଟୋବର ୧ରୁ LPG ସବସିଡି ପାଇଁ ବାଧ୍ୟତାମୂଳକ ହେଲା ଆଧାର ବାୟୋମେଟ୍ରିକ: ଆସନ୍ତା ଅକ୍ଟୋବର ୧, ୨୦୨୬ରୁ ଗ୍ୟାସ୍ ସବସିଡି ପାଇବା ପାଇଁ ଗ୍ରାହକମାନଙ୍କୁ ଆଧାର ବାୟୋମେଟ୍ରିକ ଯାଞ୍ଚ (e-KYC) କରିବା ବାଧ୍ୟତାମୂଳକ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଏହି ନୂଆ ନିୟମ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ନିୟମ କାହିଁକି? ଘରୋଇ ଗ୍ୟାସ୍ ସିଲିଣ୍ଡରକୁ ବେଆଇନ ଭାବେ ବ୍ୟବସାୟିକ କାମରେ ବ୍ୟବହାର ରୋକିବା, ଜାଲ୍ ସଂଯୋଗ ଚିହ୍ନଟ କରିବା ଏବଂ କେବଳ ପ୍ରକୃତ ହିତାଧିକାରୀଙ୍କ…

