Delhi Police Detain Lawyers During CJP Protest; Released After CJI Surya Kant’s Intervention/ଦିଲ୍ଲୀରେ ଆଇନଜୀବୀଙ୍କୁ ଅଟକ: SCBA ର ଜରୁରୀ ଆବେଦନ ପରେ CJIଙ୍କ ହସ୍ତକ୍ଷେପ, ସମସ୍ତେ ମୁକ୍ତ

ଆଇନଜୀବୀଙ୍କୁ ଅଟକ ଘଟଣା: ପ୍ରଧାନ ବିଚାରପତିଙ୍କ ହସ୍ତକ୍ଷେପ ପରେ ସମସ୍ତେ ମୁକ୍ତ ନୂଆଦିଲ୍ଲୀ: ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ସମୟରେ ପୋଲିସ ଦ୍ୱାରା କିଛି ଆଇନଜୀବୀଙ୍କୁ ଅଟକ ରଖାଯିବା ଘଟଣା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ‘କାକରୋଚ ଜନତା ପାର୍ଟି’ (CJP) ର ଆନ୍ଦୋଳନକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ, ଦିଲ୍ଲୀ ପୋଲିସ ସୁପ୍ରିମକୋର୍ଟ ପରିସର ଓ ଚାମ୍ବରରୁ କିଛି ଆଇନଜୀବୀଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ…