[In Pics] Bhubaneswar: Uncleaned Kuakhai Immersion artificial Ponds Spark Outrage; BMC Begins Emergency Cleanup/ଭସାଣି ପୂର୍ବରୁ କୁଆଖାଇ କୁତ୍ରିମ ପୋଖରୀର ଶୋଚନୀୟ ଅବସ୍ଥା: ଅସନ୍ତୋଷ ପରେ ଆରମ୍ଭ ହେଲା ଜୋରଦାର ସଫେଇ..
ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ; ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC ଭୁବନେଶ୍ୱର (ନ୍ୟୁଜ୍ ଇନସଟ୍): ରାଜଧାନୀରେ ଦୁର୍ଗାପୂଜା ଶେଷ ହେବା ପରେ ଆରମ୍ଭ ହୋଇଛି ମା’ଙ୍କ ପ୍ରତିମା ବିସର୍ଜନ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ଭୁବନେଶ୍ୱର ମହାନଗର ନିଗମ (BMC) ପକ୍ଷରୁ କୁଆଖାଇ ନଦୀ ପଠାରେ କୁତ୍ରିମ ପୋଖରୀ ନିର୍ମାଣ କରାଯାଇଛି। ମାତ୍ର ବିସର୍ଜନ ପୂର୍ବରୁ ଏହି ପୋଖରୀଗୁଡ଼ିକର ଶୋଚନୀୟ…



