Border Tensions Flare: Kotia Residents Ignore Restrictions to Participate in Andhra Polls/କୋଟିଆରେ ଫେଲ୍ ପ୍ରଶାସନିକ ବ୍ୟାରିକେଡ୍: ଆନ୍ଧ୍ର ନିର୍ବାଚନରେ ମତଦାନ କଲେ ଓଡ଼ିଶାବାସୀ..
କୋରାପୁଟ / News Inshot :ଓଡ଼ିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆ ପଞ୍ଚାୟତରେ ପୁଣି ସାମ୍ନାକୁ ଆସିଛି ପ୍ରଶାସନିକ ବିଫଳତା। ସୀମାରେ ପୁଲିସର କଡ଼ା ପାଟ୍ରୋଲିଂ ଏବଂ ରାସ୍ତା ସିଲ୍ ସତ୍ତ୍ୱେ ଆନ୍ଧ୍ର ନିର୍ବାଚନରେ ସାମିଲ ହୋଇଛନ୍ତି କୋଟିଆବାସୀ। ଓଡ଼ିଶା ପ୍ରଶାସନର ସମସ୍ତ କଟକଣା ଓ ଯୋଜନାକୁ ପଛରେ ପକାଇ ସ୍ଥାନୀୟ ଲୋକେ ଆନ୍ଧ୍ରପ୍ରଦେଶରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାତିଅଧରେ ଲୁଚି ପଳାଇଲେ ଭୋଟରସୂଚନା ଅନୁଯାୟୀ, ଆନ୍ଧ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଶାସନ ପକ୍ଷରୁ କୋଟିଆକୁ…



