Historic Move: Kerala Assembly Adopts Resolution Seeking CEC Gyanesh Kumar’s Removal/ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ହଟାଇବା ପାଇଁ କେରଳ ବିଧାନସଭାରେ ସଂକଳ୍ପ ପାରିତ; ଦେଶର ପ୍ରଥମ ରାଜ୍ୟ ଭାବେ ଇତିହାସ..
ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ହଟାଇବା ପାଇଁ କେରଳ ବିଧାନସଭାରେ ସଂକଳ୍ପ ପାରିତ; ଦେଶର ପ୍ରଥମ ରାଜ୍ୟ ଭାବେ ଇତିହାସ ରଚିଲା ତିରୁବନନ୍ତପୁରମ୍: ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବା ପାଇଁ କେରଳ ବିଧାନସଭାରେ ଗୋଟିଏ ବଡ଼ ପ୍ରସ୍ତାବ ପାରିତ ହୋଇଛି। ଏହିପରି ସଂକଳ୍ପ ଗ୍ରହଣ କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ ହୋଇପାରିଛି।ସଦ୍ୟତମ ଭୋଟର ତାଲିକା ସଂଶୋଧନ (SIR) ସମୟରେ ଅନେକ ଯୋଗ୍ୟ ଭୋଟରଙ୍କ ନାମ ହଟିଯାଇଥିବା ନେଇ ବିରୋଧୀ ଓ ଶାସକ…



