Junior Asia Cup Hockey: India Crowned Champions After Defeating China/ଚୀନ୍‌କୁ ତା’ରି ମାଟିରେ ଧୂଳି ଚଟାଇଲା ଭାରତୀୟ ଜୁନିୟର ମହିଳା ହକି ଟିମ୍, ଜିତିଲା ଏସିଆ କପ୍..

ଜୁନିୟର ଏସିଆ କପ୍ ହକି: ଚୀନ୍‌କୁ ହରାଇ ଚାମ୍ପିୟନ ହେଲା ଭାରତ; ହକି ଇଣ୍ଡିଆ ଘୋଷଣା କଲା ନଗଦ ପୁରସ୍କାର ଚୀନ୍‌କୁ ତା’ରି ମାଟିରେ ଧୂଳି ଚଟାଇ ଭାରତୀୟ ଜୁନିୟର ମହିଳା ହକି ଟିମ୍ ପୁଣି ଥରେ ଇତିହାସ ରଚିଛି। ହୁଲୁନବୁଇରଠାରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତ ‘ଜୁନିୟର ମହିଳା ଏସିଆ କପ୍’ ଟାଇଟଲ୍ ନିଜ ନାମରେ କରିଛି। ଏହି ଜବରଦସ୍ତ ବିଜୟ ସହ ଭାରତୀୟ ଟିମ୍ ଏସିଆ…