Bigger Screen, Bigger Action! Rajinikanth’s ‘Jailer 2’ Confirmed for IMAX Release/ବିଶ୍ୱବ୍ୟାପୀ IMAX ରେ ମୁକ୍ତିଲାଭ କରିବ ରଜନୀକାନ୍ତଙ୍କ ‘ଜେଲର-୨’..

ଆଇମ୍ୟାକ୍ସ (IMAX) ରେ ମୁକ୍ତିଲାଭ କରିବ ରଜନୀକାନ୍ତଙ୍କ ‘ଜେଲର-୨’ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁପ୍ରତୀକ୍ଷିତ ସିନେମା ‘ଜେଲର-୨’ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନିର୍ମାତା ‘ସନ୍ ଫିଚର୍ସ’ (Sun Pictures) ସ୍ପଷ୍ଟ କରିଛନ୍ତି ଯେ ଏହି ଫିଲ୍ମଟି ବିଶ୍ୱବ୍ୟାପୀ ଆଇମ୍ୟାକ୍ସ (IMAX) ଫର୍ମାଟରେ ମଧ୍ୟ ରିଲିଜ୍ ହେବ। ଆସନ୍ତା ଅକ୍ଟୋବର ୧୫, ୨୦୨୬ ରେ ଏହି ଆକ୍ସନ୍ ଡ୍ରାମା ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ନେଲସନ୍ ଦିଲୀପକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିକ୍ୱେଲରେ ରଜନୀକାନ୍ତ ପୁଣିଥରେ…