Nagastra-1R Drones Inducted: Indian Army Gets 450 Precision Kamikaze Drones in Record Delivery/ସୀମାରେ ବଢ଼ିଲା ଭାରତର ବାହୁବଳ: ଶତ୍ରୁକୁ ଖୋଜି ଖୋଜି ମାରିବ ‘ନାଗାସ୍ତ୍ର-୧ଆର୍’..

ଭାରତୀୟ ସେନାକୁ ମିଳିଲା ବଡ଼ ଶକ୍ତି: ଏକାସାଙ୍ଗରେ ସାମିଲ ହେଲା ୪୫୦ଟି ସ୍ବଦେଶୀ ‘ନାଗାସ୍ତ୍ର-୧ଆର୍’ ଆତ୍ମଘାତୀ ଡ୍ରୋନ୍ ନୂଆଦିଲ୍ଲୀ: ସୀମା ସୁରକ୍ଷା ଓ ଶତ୍ରୁକୁ କଡ଼ା ଜବାବ ଦେବା ଦିଗରେ ଭାରତୀୟ ସେନା ହାତରେ ଲାଗିଛି ଏକ ବଡ଼ ସଫଳତା। ନାଗପୁରର ବେସରକାରୀ ପ୍ରତିରକ୍ଷା କମ୍ପାନୀ ‘ସୋଲାର ଡିଫେନ୍ସ ଆଣ୍ଡ ଏରୋସ୍ପେସ୍‌’ (SDAL) ଠାରୁ ସେନା ଏକାସାଙ୍ଗରେ ୪୫୦ଟି ‘ନାଗାସ୍ତ୍ର-୧ଆର୍’ (Nagastra-1R) କାମିକାଜି (ସୁଇସାଇଡ୍) ଡ୍ରୋନ୍ ଗ୍ରହଣ କରିଛି। ଏହା ସେନା ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼…