Asian Games 2026: Deepika Stars with 9 Goals as India Steamroll Thailand 20-1/ଥାଇଲ୍ୟାଣ୍ଡକୁ ୨୦-୧ ରେ ଧୂଳି ଚାଟିଲା ଭାରତୀୟ ମହିଳା ହକି ଟିମ୍, ଦୀପିକାଙ୍କ ନାଁରେ ୯ ଗୋଲ୍
ଏସିଆନ୍ ଗେମ୍ସ ୨୦୨୬: ଥାଇଲ୍ୟାଣ୍ଡକୁ ୨୦-୧ ରେ ଧୂଳି ଚାଟିଲା ଭାରତୀୟ ମହିଳା ହକି ଟିମ୍, ଦୀପିକାଙ୍କ ନାଁରେ ୯ଟି ଗୋଲ୍ ଜାପାନ: ଏସିଆନ୍ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ହକି ଦଳର ବିଜୟ ରଥ ଆଗେଇ ଚାଲିଛି। କାକାମିଗାହାରାର କାୱାସାକି ଜୁକୋ ଷ୍ଟାଡିୟମରେ ଖେଳାଯାଇଥିବା ନିଜର ତୃତୀୟ ପୁଲ୍-ବି (Pool B) ମ୍ୟାଚ୍ରେ ଭାରତୀୟ ଟିମ୍ ଥାଇଲ୍ୟାଣ୍ଡକୁ ୨୦-୧ ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବମ୍ପର ବିଜୟ ସହ ଭାରତ ପଏଣ୍ଟ ଟେବୁଲର…


