Ranji Trophy: Debutant Soumya Ranjan Lenka Shines For Odisha With 2 Wickets Against Kerala/କେରଳ ବିପକ୍ଷରେ ଓଡ଼ିଶାର ଯୁବ ବୋଲର ସୌମ୍ୟ ଲେଙ୍କାଙ୍କ ସଫଳ ଆରମ୍ଭ

ରଣଜୀ ଡେବ୍ୟୁରେ କମାଲ କଲେ ଓଡ଼ିଶାର ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା; ପ୍ରଥମ ମ୍ୟାଚ୍‌ରେ କଲେ ଦମଦାର ପ୍ରଦର୍ଶନ ତିରୁଅନନ୍ତପୁରମ: ରଣଜୀ ଟ୍ରଫିରେ ଓଡ଼ିଶା ପାଇଁ ଏକ ବଡ଼ ସକରାତ୍ଫକ ଖବର ସାମ୍ନାକୁ ଆସିଛି। କେରଳ ବିପକ୍ଷ ଚଳିତ ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଡେବ୍ୟୁ କରିଥିବା ଯୁବ ବୋଲର ସୌମ୍ୟ ରଞ୍ଜନ ଲେଙ୍କା ନିଜର ପ୍ରଥମ ମ୍ୟାଚ୍‌ରେ ପ୍ରଭାବଶାଳୀ ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏହି ମ୍ୟାଚ୍‌ରେ ୨ଟି ମହତ୍ତ୍ୱପୂର୍ଣ୍ଣ ୱିକେଟ୍…

BCCI & CAB Shock Domestic Cricket: India U19 Star Rohit Yadav Banned for Age Fraud Along With 62 Players/ବୟସ ଜାଲିୟାତି: ଭାରତୀୟ U-19 କ୍ରିକେଟର ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍, ୬୨ ଖେଳାଳି ଅଯୋଗ୍ୟ

ବୟସ ଜାଲିୟାତି: ଭାରତୀୟ U-19 କ୍ରିକେଟର ରୋହିତ ଯାଦବଙ୍କ ଉପରେ ୨ ବର୍ଷର ବ୍ୟାନ୍, ୬୨ରୁ ଅଧିକ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନୂଆଦିଲ୍ଲୀ: ବୟସ ଜାଲିୟାତି (Age Fraud) ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଅଣ୍ଡର-୧୯ ଦଳର ଲେଗ୍‌-ସ୍ପିନର ରୋହିତ ଯାଦବଙ୍କୁ ୨ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଏଥିସହିତ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ମଧ୍ୟ କାଗଜପତ୍ରରେ ଗଡ଼ବଡ଼ି କରିଥିବା…