Putin Meets Jaishankar: Hails Trade Growth and Reaffirms Strong Bilateral Ties with India/ମସ୍କୋରେ ପୁଟିନ୍‌-ଜୟଶଙ୍କର ଭେଟ: ବାଣିଜ୍ୟ ସମ୍ପର୍କ ଓ କୃଷି କ୍ଷେତ୍ରକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ଭାରତକୁ ଅଧିକ ଖତ ଯୋଗାଇବ ରୁଷ୍: ଜୟଶଙ୍କରଙ୍କୁ ଭେଟି ଆଶ୍ବାସନା ଦେଲେ ପୁଟିନ୍ ମସ୍କୋ: ଭାରତୀୟ କୃଷକ ଓ କୃଷି କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରୁଷ୍‌ ଭାରତକୁ ରାସାୟନିକ ଖତ ଯୋଗାଣ ବୃଦ୍ଧି କରୁଛି ଏବଂ ଆଗକୁ ଏହାକୁ ଆହୁରି ବଢ଼ାଇବାକୁ ପ୍ରସ୍ତୁତ ଅଛି ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି। ସୋମବାର ମସ୍କୋସ୍ଥିତ କ୍ରେମଲିନ୍‌ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଆଲୋଚନା ସମୟରେ ପୁଟିନ୍ ଏହି ବଡ଼ ପ୍ରତିଶ୍ରୁତି…