Double Blow: Jet Fuel & Commercial LPG Rates Raised; Air Travel May Get Costlier/ହୋଟେଲ୍‌-ରେଷ୍ଟୁରାଣ୍ଟ ଓ ବିମାନ ଯାତ୍ରୀଙ୍କୁ ଝଟକା: କମର୍ସିଆଲ LPG ଓ ଇନ୍ଧନ ଦର ବୃଦ୍ଧି..

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: କମର୍ସିଆଲ LPG ସିଲିଣ୍ଡର ୬୨.୫୦ ଟଙ୍କା ଏବଂ ବିମାନ ଇନ୍ଧନ ୧୬ ଟଙ୍କା ବୃଦ ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଲୋକଙ୍କ ସହ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ LPG ସିଲିଣ୍ଡର ଏବଂ ବିମାନ ଇନ୍ଧନ (ATF) ଦରରେ ଭାରି ବୃଦ୍ଧି କରିଛନ୍ତି। ନୂଆ ଦର ଅନୁସାରେ, ୧୯ କିଲୋଗ୍ରାମିଆ କମର୍ସିଆଲ LPG ସିଲିଣ୍ଡର ପିଛା ଦାମ୍…

Rapido Hit with ₹10 Lakh Penalty for Using Deceptive ‘Dark Patterns’/ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ମହଙ୍ଗା: ରାପିଡୋ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ, ଦେବ ୧୦ ଲକ୍ଷ

ଗ୍ରାହକଙ୍କୁ ଠକିବା ପଡ଼ିଲା ମହଙ୍ଗା: ରାପିଡୋ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ରାଇଡ୍‌-ବୁକିଂ ଆପ୍ ‘ରାପିଡୋ’ (Rapido) ଉପରେ କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଆପ୍‌ରେ ଗ୍ରାହକଙ୍କୁ ବିଭ୍ରାନ୍ତ କରି ଅଧିକ ଟଙ୍କା ଆଦାୟ କରିବା ଏବଂ ‘ଡାର୍କ ପ୍ୟାଟର୍ନ’ (Dark Patterns) ବ୍ୟବହାର କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯୋଗ କ’ଣ ଥିଲା? ଅଧିକ ଟଙ୍କା ଦେବାକୁ ଚାପ: ବୁକିଂ ଚାଲିଥିବା ସମୟରେ…