Fading Colors of Tradition: Twin City Clay Artisans Face Severe Pre-Festive Crisis/ମାଟି ନାହିଁ, ଶୁଖୁନି ମୂର୍ତ୍ତି: ଟ୍ୱିନ୍ ସିଟିର ମୂର୍ତ୍ତି କାରିଗରଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ..
ପାର୍ବଣ ଋତୁରେ ଚିନ୍ତାରେ ମୂର୍ତ୍ତି କାରିଗର: କଞ୍ଚାମାଲ ଦରବୃଦ୍ଧି ଓ ଅସମୟ ବର୍ଷା ଆଗରେ ହାର୍ ମାନୁଛି ମାଟି କଳା ଖୋର୍ଦ୍ଧା/କଟକ: ଗଣେଶ ପୂଜାରୁ ଆରମ୍ଭ କରି ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ପର୍ଯ୍ୟନ୍ତ—ସାରା ଓଡ଼ିଶାରେ ଏବେ ଉତ୍ସବମୁଖର ପରିବେଶ। ପୂଜା ମଣ୍ଡପଗୁଡ଼ିକୁ ଆଲୋକିତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ, ଯେଉଁ କାରିଗରମାନେ ନିଜ ହାତର ଯାଦୁରେ ମାଟିରେ ଜୀବନ୍ୟାସ ଦିଅନ୍ତି, ସେମାନଙ୍କ ଆଖିରେ ଏବେ ଲୁହ। ବର୍ଷସାରା ଏହି ପୂଜା ଋତୁକୁ ଚାହିଁ…

