KIIT-KISS Is One: 7 Eminent Personalities Conferred with ‘KKIO’ Lifetime Achievement Award/କିଟ୍-କିସ୍ ଇଜ୍ ୱାନ୍: ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଲା ଜୀବନବ୍ୟାପୀ ସମ୍ମାନ
କିଟ୍ ଓ କିସ୍ରେ ଜାତୀୟ-ଆନ୍ତର୍ଜାତୀୟ ପ୍ରତିନିଧି: ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଓ’ ଜୀବନବ୍ୟାପୀ ସମ୍ମାନ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ କିଟ୍ ଓ କିସ୍ ପରିସରରେ ଆଜି ଦେଶ-ବିଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ନାଗାଲାଣ୍ଡ ରାଜ୍ୟପାଳ ନନ୍ଦ କିଶୋର ଯାଦବଙ୍କ ସମେତ ଅନେକ ଆନ୍ତର୍ଜାତୀୟ ପ୍ରତିନିଧି ଅନୁଷ୍ଠାନ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ସମୟ ବିତାଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘କିଟ୍-କିସ୍…



