CEC Gyanesh Kumar Accused of ₹2-Crore Bribe; Vigilance Probe Ordered/ବିଲ୍ ପାସ୍ ପାଇଁ ମାଗିଥିଲେ ୨ କୋଟି: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ଆସିଲା ବଡ଼ ଦୁର୍ନୀତି ଅଭିଯୋଗ
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ୨ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି ନୂଆଦିଲ୍ଲୀ / ତିରୁବନନ୍ତପୁରମ୍: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ନାଁରେ ଆସିଛି ଗୋଟିଏ ବଡ଼ ଲାଞ୍ଚ ଅଭିଯୋଗ | କେରଳର ଜଣେ ଠିକାଦାର ଅଭିଯୋଗ କରିଛନ୍ତି ଯେ, କେରଳର ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ (PWD) ସଚିବ ଥିବା ସମୟରେ ଜ୍ଞାନେଶ କୁମାର କାମର ବିଲ୍ ପାସ୍ କରିବା ପାଇଁ ୨ କୋଟି ଟଙ୍କାର…



