Manipur Ethnic Violence: 306 Dead, 49 Missing, Home Minister Tells Assembly/ମଣିପୁର ହିଂସା: ୩୦୬ ମୃତ, ୪୯ ନିଖୋଜ; ବିଧାନସଭାରେ ତଥ୍ୟ ରଖିଲେ ଗୃହମନ୍ତ୍ରୀ
ମଣିପୁର ହିଂସାରେ ୩୦୬ ମୃତ, ୪୯ ନିଖୋଜ: ବିଧାନସଭାରେ ଗୃହମନ୍ତ୍ରୀଙ୍କ ସୂଚନା ଇମ୍ଫାଲ: ମଣିପୁରରେ ୨୦୨୩ ମେ’ ମାସରୁ ଆରମ୍ଭ ହୋଇଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୩୦୬ ଜଣଙ୍କର ଜୀବନ ଗଲାଣି। ଏହା ସହିତ ୪୯ ଜଣ ଏବେ ବି ନିଖୋଜ ଅଛନ୍ତି। ବିଧାନସଭାରେ ଏହି ସମ୍ବେଦନଶୀଳ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଗୋବିନ୍ଦାସ କୋନ୍ଥୌଜମ୍। ବିଜେପି ବିଧାୟକ ସାପମ୍ ରଞ୍ଜନ ସିଂହଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ, ୨୦୨୩ ମେ’ ୩…

