Meta voluntary exit, tech layoffs, Google Microsoft Meta, AI impact on jobs, rupture conventionnelle collective, severance package, tech news 2026, Mark Zuckerberg

After Google and Microsoft, Meta Offers Voluntary Exit Options to Employees with Hefty Severance Package/AI ପ୍ରଭାବ! ଗୁଗଲ, ମାଇକ୍ରୋସଫ୍ଟ ପରେ ଏବେ କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଦେଉଛି ମେଟା

ମାଇକ୍ରୋସଫ୍ଟ, ଗୁଗଲ ପରେ ଏବେ ମେଟା: କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ଅଫର, ମିଳିବ ବଡ଼ ସେଭରଏନ୍ସ ପ୍ୟାକେଜ୍ News Inshot: ଗୁଗଲ ଏବଂ ମାଇକ୍ରୋସଫ୍ଟ ପରେ ଏବେ ଆଇଟି ଜାଏଣ୍ଟ ମେଟା (Meta) ନିଜ କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଅବସର (Voluntary Exit Option) ସ୍କିମ୍ ଘୋଷଣା କରିଛି। ବାରମ୍ବାର ଛଟେଇ ମଧ୍ୟରେ କମ୍ପାନୀ ଫ୍ରାନ୍ସରେ ଥିବା ପ୍ରାୟ ୧୦୦ ଜଣ କର୍ମଚାରୀଙ୍କୁ ଏହି ଅଫର ଦେଇଛି। ଫ୍ରାନ୍ସର ଶ୍ରମ ଆଇନ ‘Rupture Conventionnelle Collective’ (RCC)…