FD ଉପରେ ଦେଖାଉଥିଲା ‘୦%’ ସୁଧ: SBI ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ୧୫ ଲକ୍ଷ ଟଙ୍କା ସହ କ୍ଷତିପୂରଣ ଗଣିବ ବ୍ୟାଙ୍କ/SBI Shows 0% Interest on FD Maturity: Consumer Court Orders Bank to Refund Rs 15 Lakh Plus Compensation

ମାଚ୍ୟୁରିଟି ବାବଦରେ ଜଣାଇଲାନି ବ୍ୟାଙ୍କ, ଅବସରପ୍ରାପ୍ତ ବୈଜ୍ଞାନିକଙ୍କୁ ୧୫ ଲକ୍ଷ ଟଙ୍କା ସୁଧ ସହ ଫେରାଇବାକୁ SBI କୁ କୋର୍ଟଙ୍କ ନିର୍ଦ୍ଦେଶ ହାଇଦ୍ରାବାଦ: SBI ବ୍ୟାଙ୍କର ବଡ଼ ଅବହେଳା ପାଇଁ ଗ୍ରାହକଙ୍କୁ ମିଳିଲା ନ୍ୟାୟ। ଫିକ୍ସଡ୍ ଡିପୋଜିଟ୍ (FD) ମାଚ୍ୟୋର ହେବା ପରେ ବି ଗ୍ରାହକଙ୍କୁ ସୂଚନା ନଦେବା ଏବଂ ଗଚ୍ଛିତ ଟଙ୍କା ଉପରେ ‘ଶୂନ୍ୟ ପ୍ରତିଶତ’ ସୁଧ ଦେଖାଇବା SBI କୁ ମହଙ୍ଗା ପଡ଼ିଛି। ହାଇଦ୍ରାବାଦ ଜିଲ୍ଲା ଗ୍ରାହକ ବିବାଦ ନିବାରଣ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ…