Nitin Gadkari’s Big Remark: No Challan Up to 120 km/h Speed Limit/୧୨୦ କିମି ସ୍ପିଡ୍ରେ ଗାଡ଼ି ଚଲାଇଲେ ବି କଟିବନି ଚାଲାଣ! ନିତିନ୍ ଗଡ଼କରୀଙ୍କ ବଡ଼ ଘୋଷଣା
୧୨୦ କିମି ସ୍ପିଡ୍ରେ ଗାଡ଼ି ଚଲାଇଲେ ବି କଟିବନି ଚାଲାଣ! ନିତିନ୍ ଗଡ଼କରୀଙ୍କ ବଡ଼ ଘୋଷଣା ହାଇୱେ ଓ ଏକ୍ସପ୍ରେସୱେରେ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାସ୍ତାରେ ସ୍ପିଡ୍ ଲିମିଟ୍କୁ ନେଇ ବାରମ୍ବାର ଚାଲାଣ କଟୁଥିବା ବେଳେ ଏବେ ସେଥିରୁ କିଛିଟା ଆଶ୍ୱସ୍ତି ମିଳିବାକୁ ଯାଉଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ୍ ଗଡ଼କରୀ ଫାଇନ୍ କାଟିବା ନିୟମକୁ ନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୧୨୦…



