3 Rounds Fired at Tiger Shroff’s BMW in Juhu; Driver Injured, Actor Safe/ମୁମ୍ବାଇରେ ଟାଇଗର ଶ୍ରଫ୍ ଗାଡ଼ିକୁ ଟାର୍ଗେଟ୍ କରି ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ଅଭିନେତା, ଡ୍ରାଇଭର ଆହତ
ମୁମ୍ବାଇରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଗାଡ଼ି ଉପରକୁ ଗୁଳିମାଡ଼; ଅଳ୍ପକେ ବର୍ତ୍ତିଲେ ଅଭିନେତା, ଡ୍ରାଇଭର ଆହତ ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ବଡ଼ଧରଣର ବିପଦରୁ ଭଗବାନ ରକ୍ଷା କରିଛନ୍ତି। ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର କାର୍କୁ ଟାର୍ଗେଟ୍ କରି ଦୁର୍ବୃତ୍ତମାନେ ଅତର୍କିତ ଗୁଳିଚାଳନା କରିଛନ୍ତି। ତେବେ ଏହି ଭୟଙ୍କର ଆକ୍ରମଣରେ ଅଭିନେତା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଜୁହୁର ପୁଷ୍ପା ପାର୍କ ନିକଟରେ ତିନିଜଣ ଦୁର୍ବୃତ୍ତ…



