No SIM, No WhatsApp? Government Enforces Strict SIM Binding Rules for Messaging Apps/ସାବଧାନ୍! ସିମ୍ କାଢ଼ି ୱାଇ-ଫାଇରେ ହ୍ୱାଟ୍ସଆପ୍ ଚଲାଉଛନ୍ତି କି? ବନ୍ଦ ହୋଇପାରେ ଆପଣଙ୍କ ଆକାଉଣ୍ଟ୍…

ଜାନୁଆରୀ ୧ରୁ ବଦଳିବ ହ୍ୱାଟ୍ସଆପ୍ ବ୍ୟବହାର ନିୟମ; ବିନା ସିମ୍‌ରେ ଆଉ ଚାଲିବନି ମେସେଜିଂ ଆପ୍? ଆସନ୍ତା ନୂଆ ବର୍ଷରୁ ଦେଶରେ ହ୍ୱାଟ୍ସଆପ୍ (WhatsApp), ଟେଲିଗ୍ରାମ (Telegram) ଭଳି ଜନପ୍ରିୟ ମେସେଜିଂ ଆପ୍ ବ୍ୟବହାର କରିବା ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଟେଲିକମ୍ୟୁନିକେସନ୍ ବିଭାଗ (DoT) ପକ୍ଷରୁ ଜାରି କରାଯାଇଥିବା କଡ଼ା ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ଡିସେମ୍ବର ୩୧, ୨୦୨୬ ମଧ୍ୟରେ ସମସ୍ତ କମ୍ପାନୀଙ୍କୁ ‘ସିମ୍ ବାଇଣ୍ଡିଂ’ (SIM Binding) ନିୟମ ଲାଗୁ…