Cyclone Arnab, Odisha News, Bharat Scouts and Guides, Odisha Cyclone Relief, Ganjam News, Gajapati News, Kandhamal News, Trilochan Majhi, Disaster Management Odisha

Scouts & Guides Extend Helping Hand to Cyclone-Hit Districts in Odisha/ଲୋକଙ୍କ ପାଖରେ ପହଞ୍ଚୁଛି ସହାୟତା: ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍କାଉଟ୍ ଓ ଗାଇଡ୍‌ର ସେବା

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଅଞ୍ଚଳରେ ସ୍କାଉଟ୍ ଓ ଗାଇଡ୍‌ର ସେବା କାର୍ଯ୍ୟ ଜାରି ଭୁବନେଶ୍ୱର: ପ୍ରଳୟକାରୀ ବାତ୍ୟା ‘ଅର୍ଣ୍ଣବ’ ଏବଂ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ପାଇଁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଓ ଗାଇଡ୍ ପକ୍ଷରୁ ସେବା କାର୍ଯ୍ୟ ଜାରି ରହିଛି। ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଜିଲ୍ଲାରେ ଏହି ରିଲିଫ୍ ଓ ପୁନରୁଦ୍ଧାର କାମ କରାଯାଉଛି।     ବିଶେଷକରି ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସ୍କାଉଟ୍…

Cyclone ‘Arnab’ Readiness: NDRF & ODRAF Teams Deployed in Odisha and Neighboring States/ବାତ୍ୟା ‘ଅର୍ଣ୍ଣବ’ ପ୍ରସ୍ତୁତି: ୩ଟି ରାଜ୍ୟରେ NDRF ଓ ODRAF ଟିମ୍ ନିୟୋଜିତ ଜୋରଦାର..

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା: ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରରେ NDRF/ODRAF ଟିମ୍ ମୋତୟନ; OSDMA ର ନିର୍ଦ୍ଦେଶକ୍ରମେ ଗ୍ରହଣ କରାଗଲା ବଡ଼ ପଦକ୍ଷେପ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ଉଦ୍ଧାରକାରୀ ଦଳ (ଟିମ୍) ମୋତୟନ ପ୍ରକ୍ରିୟା ଜୋରଦାର କରାଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ସହିତ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ଟିମ୍ ମୋତୟନ କରାଯାଇଛି।…