Dilip Tirkey Breaks Silence On Skipping FIH World Cup In Netherlands/ବିଶ୍ୱକପ୍ ଗସ୍ତକୁ ନେଇ କ୍ରୀଡ଼ା ମହଲରେ ଚର୍ଚ୍ଚା: ଅନୁପସ୍ଥିତିର କାରଣ ସ୍ପଷ୍ଟ କଲେ ଦିଲୀପ ତିର୍କୀ…
FIH World Cup ନ ଯିବାକୁ ନେଇ ଚର୍ଚ୍ଚା: ସ୍ପଷ୍ଟୀକରଣ ଦେଲେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ନେଦରଲ୍ୟାଣ୍ଡସରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍କୁ ହକି ଇଣ୍ଡିଆ (ଏଚ୍ଆଇ) ସମ୍ପାଦକ ଭୋଲା ନାଥ ସିଂହ ଓ ନିର୍ଦ୍ଦେଶକ ଆର.କେ. ଶ୍ରୀବାସ୍ତବ ଗସ୍ତ କରିଥିବା ବେଳେ ସଭାପତି ଦିଲୀପ ତିର୍କୀ ନ ଯିବାକୁ ନେଇ କ୍ରୀଡ଼ା ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଂଘ ଭିତରେ ଚାଲିଥିବା କଳହ ଓ ଜର୍ସି ରଙ୍ଗ ବଦଳାଇବା ବିବାଦକୁ…

