Dhanteras Shopping Frenzy: Cuttack-Bhubaneswar Jewellery Sales to Cross Rs 100 Crore

Record Surge in Odisha: Twin Cities’ Gold & Silver Sales Set to Touch ₹100 Crore This Dhanteras/ଧନତେରାସରେ ସୁନା କିଣିବାକୁ ଟ୍ବିନ୍ ସିଟିରେ ପ୍ରବଳ ଭିଡ଼; ୧୦୦ କୋଟି ଟପିବ ଗହଣା କାରବାର

ଧନତେରାସ ବିକ୍ରିରେ ନୂଆ ରେକର୍ଡ: ଟ୍ବିନ୍ ସିଟିରେ ୧୦୦ କୋଟି ଟପିବ ସୁନା-ରୂପା କାରବାର ଭୁବନେଶ୍ୱର/କଟକ[News Inshot]: ଧନତେରାସ ଅବସରରେ ରାଜଧାନୀ ଭୁବନେଶ୍ୱର ଓ ସାଂସ୍କୃତିକ ନଗରୀ କଟକର ଗହଣା ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଗ୍ରାହକଙ୍କ ମଧ୍ୟରେ ସୁନା ଓ ରୂପା କିଣିବାର ଉତ୍ସାହ ଏତେ ଅଧିକ ରହିଛି ଯେ, କେବଳ ଏହି ଦୁଇ ସହରରେ ଗହଣା ବିକ୍ରି ୧୦୦ କୋଟି ଟଙ୍କାର ସୀମା ପାର୍‌ କରିବା ନେଇ ବ୍ୟବସାୟୀ ସଂଘ ଆକଳନ କରିଛି।…