Women’s Safety in Cab Apps: Delhi HC Demands Answers from Ola, Uber, and Rapido/ମହିଳା ଯାତ୍ରୀଙ୍କ ସୁରକ୍ଷା ନେଇ ହାଇକୋର୍ଟ କଡ଼ା: ଆପ୍-ଟ୍ୟାକ୍ସି କମ୍ପାନୀ ଏବଂ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ
ମହିଳା ସୁରକ୍ଷାକୁ ନେଇ କଠୋର ଦିଲ୍ଲୀ ହାଇକୋର୍ଟ: ଓଲା, ଉବର, ରାପିଡୋକୁ କାରଣ ଦର୍ଶାଅ ନୋଟିସ ନୂଆଦିଲ୍ଲୀ: ଆପ୍-ଭିତ୍ତିକ ଟ୍ୟାକ୍ସି ସେବାରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଓଲା, ଉବର ଏବଂ ରାପିଡୋ ଭଳି ପ୍ରମୁଖ ରାଇଡ୍-ହେଲିଂ କମ୍ପାନୀଗୁଡ଼ିକ ସହ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ କୋର୍ଟ ନୋଟିସ ଜାରି କରିଛନ୍ତି। ମହିଳା ଯାତ୍ରୀଙ୍କ ସୁରକ୍ଷା ପାଇଁ କି ପ୍ରକାର ପଦକ୍ଷେପ ନିଆଯାଉଛି, ସେ ସମ୍ପର୍କରେ ଜବାବ…



