Russian Lab Accident Triggers Pneumonic Plague Scare: 200 Quarantined After Scientist’s Death/ରୁଷିଆ ଲ୍ୟାବ୍‌ ଦୁର୍ଘଟଣା: ପ୍ଲେଗ୍‌ କ’ଣ କୋଭିଡ୍‌ ଭଳି ବ୍ୟାପିପାରେ? ସ୍ପଷ୍ଟ କଲା WHO

ରୁଷିଆରେ ଗବେଷକଙ୍କ ମୃତ୍ୟୁ ପରେ ‘ପ୍ଲେଗ୍‌’ ଭୟ: ପୁଣି କୋଭିଡ୍‌ ଭଳି ମହାମାରୀ ହେବ କି? ଜାଣନ୍ତୁ ବିଶେଷଜ୍ଞଙ୍କ ମତ ନୂଆଦିଲ୍ଲୀ / ମସ୍କୋ: ରୁଷିଆର ସାଇବେରିଆ ସ୍ଥିତ ‘ଇରକୁଟସ୍କ ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌’ର ଜଣେ ୨୮ ବର୍ଷୀୟା ମହିଳା ଗବେଷିକା ଦାରିଆ ସିପିଲୋଭାଙ୍କ ମୃତ୍ୟୁ ପରେ ବିଶ୍ୱବ୍ୟାପୀ ପୁଣି ଏକ ନୂଆ ମହାମାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି| ଲ୍ୟାବ୍‌ରେ ଗବେଷଣା ସମୟରେ ଟେଷ୍ଟ-ଟ୍ୟୁବ୍‌ ଭାଙ୍ଗି ସେ ନ୍ୟୁମୋନିକ ପ୍ଲେଗ୍‌ (Pneumonic Plague) ବ୍ୟାକ୍ଟେରିଆ ସଂସର୍ଗରେ…