₹9 Crore Gold Seizure Exposes Major Highway Surveillance Gaps in Odisha/୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ
୯ କୋଟିର ସୁନା ଜବତ: ଓଡ଼ିଶାର ହାଇୱେ ଓ ସୀମାନ୍ତ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ ଭୁବନେଶ୍ୱର: କୋଲକାତାରୁ ହାଇଦ୍ରାବାଦ ବୋହା ହେଉଥିବା ପ୍ରାୟ ୯ କୋଟି ଟଙ୍କା (୫.୮୩ କିଲୋ) ମୂଲ୍ୟର ବିଦେଶୀ ସୁନାକୁ ‘ଡିଆରଆଇ’ (DRI) ଜବତ କରିବା ପରେ ଏବେ ରାଜ୍ୟର ସୁରକ୍ଷା ଓ ଚେକପୋଷ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଂଲାଦେଶ ସୀମାରୁ ଚୋରା ଚାଲାଣ ହୋଇ ଆସିଥିବା ଏହି ସୁନା ଓଡ଼ିଶାର ପ୍ରାୟ ୪୫୦ କିଲୋମିଟର ରାଜପଥ…



