Maharashtra FDA Seizes Rs 20 Lakh Patanjali Ghee Over Misbranding Suspicions/ମହାରାଷ୍ଟ୍ରରେ FDAର ବଡ଼ କାର୍ଯ୍ୟାନୁଷ୍ଠାନ: ୨୦ ଲକ୍ଷ ଟଙ୍କାର ପତଞ୍ଜଳି ଘିଅ ଜବତ

ମହାରାଷ୍ଟ୍ରରେ ପତଞ୍ଜଳି ଘିଅ ଜବତ: ୨୦ ଲକ୍ଷ ଟଙ୍କାର ସାମଗ୍ରୀ ସିଜ୍ କଲା FDA ପାର୍ବଣ ଋତୁରେ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ରୋକିବା ପାଇଁ ମହାରାଷ୍ଟ୍ର ଖାଦ୍ୟ ଓ ଉଷଧ ପ୍ରଶାସନ (FDA) କଡ଼ା ପଦକ୍ଷେପ ଗ୍ରହଣ କରିଛି । FDA କମିଶନର ତଥା ଚର୍ଚ୍ଚିତ IAS ଅଫିସର ତୁକାରାମ ମୁଣ୍ଡେଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ରାଜ୍ୟସାରା ଚାଲିଥିବା ବିଶେଷ ଯାଞ୍ଚ ଅଭିଯାନ ସମୟରେ ପତଞ୍ଜଳି କମ୍ପାନୀର ୨୦ ଲକ୍ଷ ୨୦ ହଜାର ଟଙ୍କାର ଘିଅ ଜବତ…